Homeଅପରାଧରେଳବାଇରେ ଚାକିରି ଦେବା ନାଁରେ ୧.୧୩ କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ ।

ରେଳବାଇରେ ଚାକିରି ଦେବା ନାଁରେ ୧.୧୩ କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ ।

ଭୁବନେଶ୍ୱର: “ଆମ ଅଧିକାର” ସରକାରୀ ଚାକିରି ଦେବା ପ୍ରତିଶ୍ରୁତି ଦେଇ ବଡ଼ ଧରଣର ଠକେଇ ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗ ଅନୁସାରେ, ଭୁବନେଶ୍ୱରର ଠକ ରୋହିତ କୁମାର ପଣ୍ଡା ଅବସରପ୍ରାପ୍ତ ଶିକ୍ଷକଙ୍କ ପରିବାର ଠାରୁ ରେଳବାଇରେ ଚାକିରି କରାଇଦେବା ନାଁରେ ୧ କୋଟି ୧୩ ଲକ୍ଷ ଟଙ୍କା ଠକେଇ କରିଛି । ରୋହିତ ପଣ୍ଡାଙ୍କର ବଡ ବଡ ଅଧିକାରୀ ଓ ମନ୍ତ୍ରୀଙ୍କ ସହ ସମ୍ପର୍କ ଥିବା ଦାବି କରୁଥିବା ସୁଚନା ମିଳୁଛି । ଶିକ୍ଷକ ପରିବାର ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି, ଚାକିରି କରାଇଦେବା ନାରେ କିଭଳି ଟଙ୍କା ନେଇଛି । ପୋଲିସ ଏହି ମାମଲାରେ ରୋହିତ କୁମାର ପଣ୍ଡାଙ୍କୁ ଭରତପୁର ଥାନା ପୋଲିସ ଓ ରାୟଗଡ଼ା ଥେରୁବାଲି ଫାଣ୍ଡିଙ୍କ ମିଳିତ ଉଦ୍ୟମରେ ଗିରଫ କରି । ରୋହିତ ପଣ୍ଡାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରୀଙ୍କ ରିପୋର୍ଟ ।

RELATED ARTICLES

Leave a Reply

- Advertisment -
Google search engine

Most Popular

Recent Comments