Homeଅପରାଧଯାଜପୁର ବଡ଼ଚଣା ପୁର୍ତ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ, ତପନ ସେଠୀ ଭିଜିଲାନ୍ସ ଜାଲରେ ।

ଯାଜପୁର ବଡ଼ଚଣା ପୁର୍ତ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ, ତପନ ସେଠୀ ଭିଜିଲାନ୍ସ ଜାଲରେ ।

ଯାଜପୁର: “ଆମ ଅଧିକାର” ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ, ଭିଜିଲାନ୍ସ ବାନ୍ଧିଲା, ଯାଜପୁର ଜିଲ୍ଲା ବଡ଼ଚଣା ପୁର୍ତ ବିଭାଗ ସହକାରୀ ଉପ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କୁ । ତପନ ସେଠୀଙ୍କର ୭ଟି ବିଭିନ୍ନ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି । କଟକ ସ୍ପେଶାଲ ଭିଜିଲାନ୍ସ ଜଜ୍‌ଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସର ୩ ଜଣ ଏସପି, ୬ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ କଟକ, ଭୁବନେଶ୍ୱର, ପୁରୀ ଓ ଯାଜପୁର ବଡ଼ଚଣା ସମେତ ୭ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି । ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ।

RELATED ARTICLES

Leave a Reply

- Advertisment -
Google search engine

Most Popular

Recent Comments