Homeଅନ୍ୟାନ୍ୟଜଟଣୀ ମହାବିଦ୍ୟାଳୟର ନିର୍ବାଚନ ଫଳାଫଳର ମୂଲ୍ୟାଙ୍କନ ହୋଇ ସାରିଛ ।

ଜଟଣୀ ମହାବିଦ୍ୟାଳୟର ନିର୍ବାଚନ ଫଳାଫଳର ମୂଲ୍ୟାଙ୍କନ ହୋଇ ସାରିଛ ।

ଜଟଣୀ: “ଆମ ଅଧିକାର ” ଜଟଣୀ ମହାବିଦ୍ୟାଳୟର ନିର୍ବାଚନର ଅନ୍ତ ହୋଇ ସାରିଛି । ଯାହା ଦେଖିବାକୁ ମିଳିଥିଲା, ଛାତ୍ର ସଂସଦ ନିର୍ବାଚନରେ ବିଜେଡି, ଏବିଭିପିର ପଲା ସମାନ ଥିଲାଭଳି ମନେ ହେଉଛି । ସଭାପତି ବିଜୁ ଛାତ୍ର ଜନତା ପଦରେ ଉତିର୍ଣ୍ଣ ହୋଇଥିବା ବେଳେ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପାର୍ଥି ସମ୍ପାଦକ ପଦ ହାସଲ୍ କରିଛନ୍ତି । ୧୫ ଅକ୍ଟୋବରରେ ଜଟଣୀ ମହା ବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀ ଭବାନୀ ଶଙ୍କର ବାହୁ ବଳେନ୍ଦ୍ର ସଭାପତି ଭାବରେ ନିର୍ବାଚିତ ହୋଇ ସାରିଥିବା ବେଳେ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ତପସ୍ୟା ସାହୁ ସାଧାରଣ ସମ୍ପାଦକରେ ନିର୍ବାଚିତ ହୋଇଛନ୍ତି । ଉପ ସଭାପତି କୃଷ୍ଣଚନ୍ଦ୍ର ରଣା, ସହକାରୀ ସାଧାରଣ ସମ୍ପାଦକ ହୋଇଛନ୍ତି ସ୍ମୃତିପ୍ରଜ୍ଞା ସାହୁ । କ୍ରୀଡା ସମ୍ପାଦକ ସିଆରାମ ରଣା, ଜିତିଥିଲା ବେଳେ ଡ୍ରାମାଟିକ ସମ୍ପାଦକ ଆକାଂକ୍ଷ୍ୟା ଦାସ ପାଇ ସାରିଛନ୍ତି । ଏସ ଏସ ଜି ସମ୍ପାଦକ ଭାବେ ସୌମ୍ୟ ରଞ୍ଜନ ମହାନ୍ତି ଉତିର୍ଣ୍ଣ ହୋଇ ଥିବାବେଳେ କମନରୁମ ସମ୍ପାଦକ ଦେବସ୍ମିତା ଜେନା ନିର୍ବାଚିତ ହୋଇ ସାରିଛନ୍ତି ।

ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରୀଙ୍କ ରିପୋର୍ଟ ।

RELATED ARTICLES

Leave a Reply

- Advertisment -
Google search engine

Most Popular

Recent Comments