Homeଅନ୍ୟାନ୍ୟମଧ୍ୟପ୍ରଦେଶ,ମାଲୱା ଜିଲ୍ଲାର ଘଟଣା । 

ମଧ୍ୟପ୍ରଦେଶ,ମାଲୱା ଜିଲ୍ଲାର ଘଟଣା । 

ଓଡିଶା (ଆମ ଓଡିଶା ଖବର ) ଭୁବନେଶ୍ୱରର ପର୍ଯ୍ୟଟକ ଝରଣାର ସ୍ରୋତ ପାଣିରେ କାରସହ ଭାସିଗଲେ । ଭାସି ଯାଇଥିବା ୮ ଓଡ଼ିଆ ପର୍ଯ୍ୟଟକ ମୃତ୍ୟୁବରଣ କରିଛନ୍ତି । ସମସ୍ତ ମୃତକଙ୍କ ଘର, ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ବୋଲି ସୁଚନା ମିଳୁଥିବା ବେଳ, ଗୋଟିଏ ପରିବାରର ସମସ୍ତ ସଦସ୍ୟ କୁହା ଯାଉଛି । ମୃତକଙ୍କ ମଧ୍ୟରେ ଥିଲେ ୩ ଶିଶୁ, ୨ ମହିଳା ଓ ୩ ଜଣ ପୁରୁଷ । ଘଟଣାଟି ଘଟିଥିଲା ଅଗର ମାଲୱା ଜିଲ୍ଲା ନଲଖେଡ଼ାସ୍ଥିତ ଏକ ଝରଣା ସ୍ରୋତରେ । ପ୍ରଖର ସ୍ରୋତରେ ଭାସି ଯାଇଥିଲା କାର୍ । କାରଟି ଉଜ୍ଜୟିନୀରୁ ବଗଳାମୁଖୀ ମନ୍ଦିର ଯାଉଥିବା ବେଳେ ଘଟିଥିଲା ଅଘଟଣ । ଝରଣାର ପ୍ରଖର ସ୍ରୋତରେ ଗାଡ଼ି ପାର୍‌ କରିବାକୁ ଡ୍ରାଇଭର ଉଦ୍ୟମ କରିଥିଲା । ଡ୍ରାଇଭର ଯୋଗୁଁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ।

RELATED ARTICLES

Leave a Reply

- Advertisment -
Google search engine

Most Popular

Recent Comments