Homeଗଞ୍ଜାମଆଜି ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କର୍ମଚାରୀ ସଂଘ l

ଆଜି ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କର୍ମଚାରୀ ସଂଘ l

ଗଞ୍ଜାମ (ଆମ ଅଧିକାର )ଓଡିଶା ଓ ରୋୟାଲ କଲେଜ ଅଫ ଫାର୍ମାସି ଓ ହେଲଥ ସାଇନ୍ସବ୍ରହ୍ମପୁର ମିଳିତ ସହଯୋଗ ରେ ରୋୟାଲ କଲେଜ ଠାରେ ବିଶ୍ୱ ଫାର୍ମାସି ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରାଜ୍ୟ ସଭାପତି ଶ୍ରୀ ସତ୍ୟ ରଞ୍ଜନ ବେହେରା ଓ ରାଜ୍ୟ କୋଷାଧକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପରିଡା ସଭାପତିତ୍ୱରେ ଅନୁଷ୍ଠିତ ହୋଇଗଲା |ଉକ୍ତ କାଯ୍ୟକ୍ରମକୁ ରୋୟାଲ ଫାର୍ମାସି କଲେଜର ଭାଇସ ପ୍ରିନସିପାଲ ଶ୍ରୀ ଉମା ଶଙ୍କର ମିଶ୍ର ଓ ସମସ୍ତ ଅଫିସ ଷ୍ଟାଫ୍ଫ ସହଯୋଗ କରିଥିଲେ ||ବୃକ୍ଷ ବନ୍ଧୁ ଫାର୍ମାସିଷ୍ଟ ଶ୍ରୀ ବନମାଳୀ ପ୍ରଧାନ ଓ ସମାଜସେବୀ ଶ୍ରୀ ମନୋଜ କୁମାର ମହାପାତ୍ର, ଫାର୍ମାସି ଅଫିସର ଚନ୍ଦନ କୁମାର ପାତ୍ର,ଶିବ ଶଙ୍କର ସ୍ୱାଇଁ, ch. ସୁରେନ୍ଦ୍ର କୁମାର ପାତ୍ର ଉପସ୍ଥିତରହି ସହଯୋଗ କରିଥିଲେ |

ବ୍ରହ୍ମପୁରରୁ ଆଦିତ୍ଯ ସାହୁଙ୍କ ରିପୋର୍ଟ ଆମ ଅଧିକାର।

RELATED ARTICLES

Leave a Reply

- Advertisment -
Google search engine

Most Popular

Recent Comments